ବିଧାନସଭାରେ ପୋଲାଭରମ ତାତି, ପୁଣି ଗୃହ ମୁଲତବୀ

Polavaram: ବିରୋଧୀ ବିଜେଡି ଓ କଂଗ୍ରେସ ଗୁରୁବାର ପୁଣି ବିଧାନସଭାରେ ହଟ୍ଟଗୋଳ କରିବାରୁ ଗୃହକାର୍ଯ୍ୟ ଅଚଳ ହୋଇଛି। ସକାଳ ଅଧିବେଶନ ଆରମ୍ଭ ହେବା ମାତ୍ରେ ବିଜେଡି ବିଧାୟକମାନେ ପୋଲାଭରମ ପ୍ରକଳ୍ପକୁ ନେଇ ଗୃହମଧ୍ୟକୁ ଆସି ନାରାବାଜି କରିଥିଲେ। ପୋଲାଭରମ ପ୍ରସଙ୍ଗରେ ମୁଲତବୀ ନୋଟିସ୍ ଦାଖଲ କଲା ବିଜେଡି । ତେବେ ଏହି ନୋଟିସକୁ ଖାରଜ କରାଯିବା ପରେ ବିଜେଡି ସଭ୍ୟମାନେ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଥିଲେ। ହଙ୍ଗାମା ଭିତରେ ବାଚସ୍ପତି ଗୃହକୁ ପୂର୍ବାହ୍ନ ସାଢ଼େ ୧୧ଟା ପର୍ଯ୍ୟନ୍ତ … Continue reading ବିଧାନସଭାରେ ପୋଲାଭରମ ତାତି, ପୁଣି ଗୃହ ମୁଲତବୀ