Civil war in Bangladesh; Tarique Rahman to lose power! II ବାଂଲାଦେଶରେ ଗୃହ ଯୁଦ୍ଧ, କ୍ଷମତା ହରାଇବେ ତାରିକ ରେହମାନ!

ଆଜି ଆମେ ଆମ ପଡ଼ୋଶୀ ଦେଶ ବାଂଲାଦେଶର ସାମ୍ପ୍ରତିକ ପରିସ୍ଥିତି ଉପରେ ଗଭୀର ଆଲୋଚନା କରିବା। ଯେଉଁଭଳି ଭାବେ ସେଠାରେ ଅଶାନ୍ତି ବଢ଼ୁଛି, ରାଜରାସ୍ତାରେ ପ୍ରତିବାଦ ଓ ସଂଘର୍ଷ ଦେଖାଯାଉଛି, ତାହାକୁ ନେଇ ଅନେକ ପ୍ରଶ୍ନ ଉଠୁଛି ଯେ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ପ୍ରଶାସନ କେତେ ସଫଳ ହେଉଛି ଏବଂ ଆଗକୁ କ’ଣ ଘଟିପାରେ। ଏବେ ଚର୍ଚ୍ଚା ଜୋର ଧରିଛି ଯେ କ’ଣ ବାଂଲାଦେଶରେ ପୁଣିଥରେ ପୁରୁଣା ଘଟଣାକ୍ରମର ପୁନରାବୃତ୍ତି ହେଉଛି? ଅଗଷ୍ଟ ୨୦୨୪ରେ ଯେଉଁଭଳି ପରିସ୍ଥିତି … Continue reading Civil war in Bangladesh; Tarique Rahman to lose power! II ବାଂଲାଦେଶରେ ଗୃହ ଯୁଦ୍ଧ, କ୍ଷମତା ହରାଇବେ ତାରିକ ରେହମାନ!