‘ସନାତନୀ’ ଫିଲ୍ମର ରିଲିଜ ଉପରେ ରୋକ୍ ଲଗାଇବାକୁ ମନା କଲା : ଓଡ଼ିଶା ହାଇକୋର୍ଟ

Odia film Sanatani(Karma Hi Dharma):କନ୍ଧମାଳର ଖ୍ରୀଷ୍ଟିଆନ ସମ୍ପ୍ରଦାୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ଏହା ସେମାନଙ୍କ ସମ୍ପ୍ରଦାୟକୁ ନକାରାତ୍ମକ ଭାବରେ ଚିତ୍ରଣ କରୁଥିବା ଦାବି କରି ଏହାର ମୁକ୍ତିଲାଭ ବନ୍ଦ କରିବାକୁ ଅନୁରୋଧ କରିବା ପରେ ଏହା ବିବାଦର ସମ୍ମୁଖୀନ ହୋଇଛି। ଫେବ୍ରୁଆରି ୭ତାରିଖରେ ରିଲିଜ୍ ହେବାକୁ ଥିବା ଓଡ଼ିଆ ସିନେମା ‘ସନାତନୀ: କର୍ମା ହିଁ ଧର୍ମ’ର ରିଲିଜ୍ ଉପରେ ରହିତାଦେଶ ଜାରି କରିବାକୁ ଓଡ଼ିଶା ହାଇକୋର୍ଟ ମନା କରିଦେଇଛନ୍ତି।ବିଜୟ କାଣ୍ଡୋଇଙ୍କ ପ୍ରଯୋଜିତ … Continue reading ‘ସନାତନୀ’ ଫିଲ୍ମର ରିଲିଜ ଉପରେ ରୋକ୍ ଲଗାଇବାକୁ ମନା କଲା : ଓଡ଼ିଶା ହାଇକୋର୍ଟ