Cinema in real life. The love story of Deepak – Subhamitra ।। ବାସ୍ତବ ଜୀବନରେ ସିନେମା । ଦୀପକ – ଶୁଭମିତ୍ରାଙ୍କ ପ୍ରେମ କାହାଣୀ ।

ମହିଳା ଟ୍ରାଫିକ କନେଷ୍ଟବଳ ଶୁଭମିତ୍ରା ସାହୁଙ୍କ ହତ୍ୟା ଘଟଣା ପଦାକୁ ଆସିବା ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ମାଲାୟଲମ୍ ସିନେମା ‘ମନଷ୍ଟର’ ସହ ଶୁଭମିତ୍ରା ହତ୍ୟାକାଣ୍ଡ ଏକପ୍ରକାର ସମାନ। ମୋହନ ଲାଲଙ୍କ ଅଭିନୀତ ଏହି ଚଳଚ୍ଚିତ୍ରରେ ବୀମା ରାଶି ହାତେଇବା ପାଇଁ ହନି ରୋଜ୍ କିପରି ଗୋଟିଏ ପରେ ଗୋଟିଏ ହତ୍ୟା କରୁଛନ୍ତି ତାହା ଦେଖ‌ିବାକୁ ମିଳିଛି । ହନି ରୋଜ୍ ନିଜ ନାମ ବଦଳାଇ ଗୋଟିଏ ପରେ ଗୋଟିଏ ବିବାହ କରିବା ସହ ସ୍ୱାମୀଙ୍କୁ … Continue reading Cinema in real life. The love story of Deepak – Subhamitra ।। ବାସ୍ତବ ଜୀବନରେ ସିନେମା । ଦୀପକ – ଶୁଭମିତ୍ରାଙ୍କ ପ୍ରେମ କାହାଣୀ ।