ଦେଖନ୍ତୁ ବଲିଉଡ଼ ସେଲିବ୍ରେଟଙ୍କ ଖ୍ରୀଷ୍ଟମାସ ପାର୍ଟି

Christmas 2024: ୨୦୨୪ ଖ୍ରୀଷ୍ଟମାସ ଉତ୍ସବର ଆରମ୍ଭ ହୋଇଛି । ଏହା ଏପରି ଏକ ପର୍ବ, ଯାହା ଲୋକଙ୍କ ଜୀବନରେ ସୁଖ ଆଣିଥାଏ । ସମସ୍ତେ ପରସ୍ପରକୁ ଉପହାର ଦିଅନ୍ତି । କେବଳ ଏତିକି ନୁହେଁ, ସେମାନେ ସାଙ୍ଗ ଏବଂ ପରିବାର ସଦସ୍ୟଙ୍କ ସହିତ ମଧ୍ୟ ଅନେକ ପ୍ରକାରର ମଜା ମସ୍ତି କରନ୍ତି । ସାଧାରଣ ଲୋକଙ୍କ ପରି ବଲିଉଡ଼ର ସେଲିବ୍ରେଟିମାନେ ମଧ୍ୟ ଖ୍ରୀଷ୍ଟମାସ ରଙ୍ଗରେ ରଙ୍ଗି ଯିବାକୁ ପସନ୍ଦ କରନ୍ତି । ଅଧିକାଂଶ ସେଲିବ୍ରେଟଙ୍କ ଘରେ … Continue reading ଦେଖନ୍ତୁ ବଲିଉଡ଼ ସେଲିବ୍ରେଟଙ୍କ ଖ୍ରୀଷ୍ଟମାସ ପାର୍ଟି