Cholera outbreak, refuse “foot phat food” to prevent hotspots! ଅଣାୟତ ହଇଜା, ହଟ୍‌ସ୍ପଟ୍‌ ରୋକିବା ପାଇଁ ବାହାର ଖାଦ୍ୟ ମନା!

ଓଡ଼ିଶାରେ ହଇଜା ଏବଂ ଡାଇରିଆର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି, ଯାଜପୁର, କେଉଁଝର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ ଏବଂ ଢେଙ୍କାନାଳ ଭଳି ଅତି କମରେ ଛଅଟି ଜିଲ୍ଲାରେ ସଂଖ୍ୟାଧିକ ମାମଲା ରିପୋର୍ଟ ହୋଇଛି, ଯାହା ଏବେ ସରକାରରୁ ସାଧରଣ ଲୋକ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ରାଜ୍ୟରେ ଏବେ ହଇଜା ପାଇଁ ହାହାକାର ଖେଳି ଯାଇଛି। ଜିଲ୍ଲା ପରେ ଜିଲ୍ଲାକୁ ମାଡ଼ି ଚାଲିଛି ଝାଡ଼ାବାନ୍ତି। ଏହର କେନ୍ଦ୍ରସ୍ଥଳ ଯାଜପୁରରେ ମୃତ୍ୟୁ ସଂଖ୍ୟା ୭ କୁ ବୃଦ୍ଧି … Continue reading Cholera outbreak, refuse “foot phat food” to prevent hotspots! ଅଣାୟତ ହଇଜା, ହଟ୍‌ସ୍ପଟ୍‌ ରୋକିବା ପାଇଁ ବାହାର ଖାଦ୍ୟ ମନା!