Chinese Manja Ban ।। ଯୋଗୀଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ, ୟୁପିରେ ଚାଇନିଜ ମାଞ୍ଜା ବ୍ୟାନ୍

ଉତ୍ତର ପ୍ରଦେଶରେ ଚାଇନିଜ୍ ମାଞ୍ଜା ଯୋଗୁଁ ଘଟୁଥିବା କ୍ରମାଗତ ଦୁର୍ଘଟଣା ଏବଂ ଜୀବନହାନିକୁ ନେଇ ଯୋଗୀ ଆଦିତ୍ୟନାଥ ସରକାର ଏକ କଡା ଏବଂ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ଚାଇନିଜ୍ ମାଞ୍ଜାର ବ୍ୟବହାର, ବିକ୍ରୟ ଓ ଉପଲବ୍ଧତା ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧ ଲଗାଯାଇଛି । ଏହି ନିଷେଧକୁ କଡା ଭାବରେ କାର୍ଯ୍ୟକର କରିବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ପୋଲିସ ଓ ପ୍ରଶାସନକୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, ଚାଇନିଜ୍ ମାଞ୍ଜା … Continue reading Chinese Manja Ban ।। ଯୋଗୀଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ, ୟୁପିରେ ଚାଇନିଜ ମାଞ୍ଜା ବ୍ୟାନ୍