ଭାରତୀୟ ସେନା ମାଡ଼ରେ ଚୀନ୍ ଚେପା, କମିପାରେ ଚୀନ୍‍ ଅସ୍ତ୍ର ବିକ୍ରି

ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଏହି ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ଚାଲିଥିବା ଏହି ବିବାଦ ଉପରେ ଆଉ ଏକ ପଡ଼ୋଶୀ ଦେଶର ନଜର ରହିଛି। ଏହି ଦେଶଟି ହେଉଛି ଚୀନ୍‍। ଚୀନ୍‍ ନିଜର ସୈନ୍ୟ ପ୍ରଯୁକ୍ତିବିଦ୍ୟା ବିକାଶ ପାଇଁ ପ୍ରଚୁର ଅର୍ଥ ବିନିଯୋଗ କରିଛି। କିନ୍ତୁ ଏ ପର୍ଯ୍ୟନ୍ତ ତା’ର ଅସ୍ତ୍ରଶସ୍ତ୍ର ଯୁଦ୍ଧକ୍ଷେତ୍ରରେ ପରୀକ୍ଷିତ ହୋଇନାହିଁ। ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ସଂଘର୍ଷ ଏହାର ପ୍ରଥମ ବଡ଼ ପରୀକ୍ଷା। … Continue reading ଭାରତୀୟ ସେନା ମାଡ଼ରେ ଚୀନ୍ ଚେପା, କମିପାରେ ଚୀନ୍‍ ଅସ୍ତ୍ର ବିକ୍ରି