ତିବ୍ଦତୀୟ ସଂସ୍କୃତିକୁ ସମୂଳେ ପୋଛିଦେବାକୁ ଚୀନର ଷଡ଼ଯନ୍ତ୍ର ; ଶିଶୁମାନଙ୍କୁ ଟାର୍ଗେଟ୍ କରି ଭାରତର ପ୍ରତି ବଢ଼ାଉଛି ବିପଦ || China’s plot to completely wipe out Tibetan culture; Targeting children is increasing the danger to India

ତିବ୍ଦତୀୟ ସଂସ୍କୃତି, ଭାଷା ଏବଂ ସେମାନଙ୍କର ସ୍ୱତନ୍ତ୍ର ପରିଚୟକୁ ସିଷ୍ଟମାଟିକ୍ ବା କ୍ରମାଗତ ଭାବେ ସମୂଳେ ବିନାଶ କରିବା ପାଇଁ ଚୀନ ପକ୍ଷରୁ ଏକ ବଡ଼ ଷଡ଼ଯନ୍ତ୍ର ଚାଲିଛି। ଏଥିପାଇଁ ଚୀନ ସେଠାକାର କୋମଳମତି ଶିଶୁମାନଙ୍କୁ ‘ହତିଆର’ ଭାବେ ବ୍ୟବହାର କରୁଛି। ପ୍ରସିଦ୍ଧ ଭୂ-ରାଜନୈତିକ ବିଶ୍ଳେଷକ (Geopolitical Analyst) ବ୍ରହ୍ମା ଚେଲାନୀ ଏକ ଆନ୍ତର୍ଜାତୀୟ ଗଣମାଧ୍ୟମରେ ଲେଖିଥିବା ନିଜ ଆର୍ଟିକିଲ୍‌ରେ ଏହି ସଙ୍ଗୀନ ଦାବି କରିଛନ୍ତି। ସେ କହିଛନ୍ତି ଯେ, ଚୀନର ଏହି ପଦକ୍ଷେପ କେବଳ ମାନବାଧିକାରର … Continue reading ତିବ୍ଦତୀୟ ସଂସ୍କୃତିକୁ ସମୂଳେ ପୋଛିଦେବାକୁ ଚୀନର ଷଡ଼ଯନ୍ତ୍ର ; ଶିଶୁମାନଙ୍କୁ ଟାର୍ଗେଟ୍ କରି ଭାରତର ପ୍ରତି ବଢ଼ାଉଛି ବିପଦ || China’s plot to completely wipe out Tibetan culture; Targeting children is increasing the danger to India