୩୦୦୦ ବର୍ଷ ପୁରୁଣା ଟେକ୍ନୋଲୋଜି ସାହାଯ୍ୟରେ ଚୀନ୍ ସଜାଡ଼ିଲା ଷ୍ଟିଲ୍ଥ ଲଢୁଆ ବିମାନର କୋଟିଂ ଫାଟ,ଆମେରିକା ଚକିତ

China: ୩୦୦୦ ବର୍ଷ ପୁରୁଣା ରେଶମ ବୁଣା କୌଶଳ ପ୍ରୟୋଗ କରି ଚୀନ୍ ଷ୍ଟିଲ୍ଥ ଯୁଦ୍ଧ ବିମାନର କୋଟିଂରେ ଫାଟ କୁ ସୁଧାରିବାରେ ସଫଳ ହୋଇଛି ଚୀନ । ଯାହା ଆମେରିକାକୁ ଚକିତ କରିଛି। କାରଣ ଆମେରିକା ମଧ୍ୟ ନିଜର ଏଫ-୨୨ ଲଢୁଆ ବିମାନରେ ଦେଖାଦେଉଥିବା ଏହି ସମସ୍ୟାର କୌଣସି ସମାଧାନ ସୂତ୍ର ବାହାର କରିପାରିନାହିଁ। ବାସ୍ତବରେ ଏଫ-୨୨ ରାପ୍ଟର ଭଳି ଆମେରିକୀୟ ଷ୍ଟିଲ୍ଥ ବିମାନ ରାଡାର ଅବଶୋଷକ କୋଟିଂର କ୍ଷୟ ସମ୍ବନ୍ଧିତ ସମସ୍ୟା ସହ ସଂଘର୍ଷ … Continue reading ୩୦୦୦ ବର୍ଷ ପୁରୁଣା ଟେକ୍ନୋଲୋଜି ସାହାଯ୍ୟରେ ଚୀନ୍ ସଜାଡ଼ିଲା ଷ୍ଟିଲ୍ଥ ଲଢୁଆ ବିମାନର କୋଟିଂ ଫାଟ,ଆମେରିକା ଚକିତ