China to fly 1,000 J-20 fighter jets by 2030 || ୨୦୩୦ ସୁଦ୍ଧା ୧୦୦୦ ଜେ-୨୦ ଲଢ଼ୁଆ ବିମାନ ଉଡ଼ାଇବ ଚୀନ୍
ଏକ ବ୍ରିଟିଶ ଥିଙ୍କ ଟ୍ୟାଙ୍କ ଦାବି କରିଛି ଯେ ଚୀନ୍ ୨୦୩୦ ସୁଦ୍ଧା ପ୍ରାୟ ୧୦୦୦ ୟୁନିଟ୍ ଜେ-୨୦ ଲଢ଼ୁଆ ବିମାନ ପରିଚାଳନା କରିପାରିବ। ଏହା ଦକ୍ଷିଣ ଏବଂ ପୂର୍ବ ଚୀନ୍ ସାଗରରେ ଆମେରିକା ଏବଂ ଏହାର ସହଯୋଗୀଙ୍କ ବାୟୁ ଶକ୍ତିକୁ ଚ୍ୟାଲେଞ୍ଜ କରିପାରେ। ଲଣ୍ଡନସ୍ଥିତ ରୟାଲ୍ ୟୁନାଇଟେଡ୍ ସର୍ଭିସେସ୍ ଇନଷ୍ଟିଚ୍ୟୁଟ୍ (ରୁଷି) ଦ୍ୱାରା ଏହି ମାସରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ ଚୀନ୍ ଗତ ପାଞ୍ଚ ବର୍ଷ ମଧ୍ୟରେ ପଶ୍ଚିମ ବାୟୁ ଶକ୍ତିକୁ ମୁକାବିଲା … Continue reading China to fly 1,000 J-20 fighter jets by 2030 || ୨୦୩୦ ସୁଦ୍ଧା ୧୦୦୦ ଜେ-୨୦ ଲଢ଼ୁଆ ବିମାନ ଉଡ଼ାଇବ ଚୀନ୍
Copy and paste this URL into your WordPress site to embed
Copy and paste this code into your site to embed