China Military Parade।। ବିଜୟ ଦିବସରେ ଆମେରିକାକୁ ଶେଷକରିବାର ଅସ୍ତ୍ର ଦେଖାଇଲା ଚୀନ !

ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଜାପାନର ପରାଜୟର ୮୦ ବର୍ଷ ପୂରଣ ଅବସରରେ ବୁଧବାର ଦିନ ଚୀନରେ ବିଜୟ ଦିବସ ପରେଡ୍ ପାଳିତ ହୋଇଥିଲା। ରାଷ୍ଟ୍ରପତି ସି ଜିନପିଙ୍ଗ ରାଜଧାନୀ ବେଜିଂର ତିଆନାନମେନ୍ ସ୍କୋୟାରରେ ପରେଡର ଅଭିବାଦନ ଗ୍ରହଣ କରିଥିଲେ। ଜିନପିଙ୍ଗଙ୍କ ଭାଷଣ ପରେ ଏକ ସାମରିକ ପରେଡ୍ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଜିନପିଙ୍ଗ କହିଛନ୍ତି ଯେ ଚୀନ କାହାର ଧମକକୁ ଭୟ କରେ ନାହିଁ ଏବଂ ସର୍ବଦା ଆଗକୁ ବଢ଼ିଥାଏ। ସେ ଲୋକମାନଙ୍କୁ ଇତିହାସକୁ ମନେ ରଖିବାକୁ … Continue reading China Military Parade।। ବିଜୟ ଦିବସରେ ଆମେରିକାକୁ ଶେଷକରିବାର ଅସ୍ତ୍ର ଦେଖାଇଲା ଚୀନ !