ପାକିସ୍ତାନକୁ କନ୍ଦାଉଛି ଚାଇନା ରାଡାର, ପଶିଲେ ଓ ମାରିଲେ କିନ୍ତୁ ଜାଣିପାରିଲାନି

ଭାରତୀୟ ସେନା ପାକିସ୍ତାନରେ ପ୍ରବେଶ କରି ପଞ୍ଜାବ ପ୍ରଦେଶ ଏବଂ ପିଓକେରେ ଏୟାର ଷ୍ଟ୍ରାଇକ କରିବା ପରେ ପାକିସ୍ତାନର ରାଡାରର କାର୍ଯ୍ୟକ୍ଷମତାକୁ ନେଇ ପୁଣିଥରେ ପ୍ରଶ୍ନ ଉଠୁଛି। ପାକିସ୍ତାନର ଚାଇନା ଏୟାର ଡିଫେନ୍ସ ରାଡାର ପୁଣିଥରେ ବିଫଳ ହେବାର ଖବର ସାମ୍ନାକୁ ଆସିଛି। ଚାଇନା ରାଡାରକୁ ଭାରତୀୟ ଆକ୍ରମଣର ଖବର ମଧ୍ୟ ମିଳିନାହିଁ। ଏହା ପୂର୍ବରୁ ଯେତେବେଳେ ବ୍ରହ୍ମୋସ ଭୁଲରେ ଫାୟାର ହୋଇଥିଲା, ସେତେବେଳେ ମଧ୍ୟ ପାକିସ୍ତାନୀ ରାଡାର ତାହା ଧରି ପାରିନଥିଲା। ଜଣାଇ ଦେଉଛୁ ଯେ … Continue reading ପାକିସ୍ତାନକୁ କନ୍ଦାଉଛି ଚାଇନା ରାଡାର, ପଶିଲେ ଓ ମାରିଲେ କିନ୍ତୁ ଜାଣିପାରିଲାନି