ପକ୍ଷୀଙ୍କ ପାଇଁ ଘାତକ ୪ଶହ ବର୍ଷର ପୁରୁଣା ଏଚଏମପିଭି ଭାଇରସ ମଣିଷଙ୍କ ଦେହକୁ କେମିତି ଆସିଲା?

HMPV: ଚୀନରେ ବ୍ୟାପୁଥିବା କୋଭିଡ୍ ଭଳି ଭୂତାଣୁ ଏଚଏମପିଭି ଏବେ ଭାରତରେ ଆତଙ୍କ ଖେଳାଇଛି। ବର୍ତ୍ତମାନ ସୁଦ୍ଧା ୩ଟି ମାମଲା ସାମ୍ନାକୁ ଆସିଛି। ଏହି ଭୂତାଣୁ ବିଷୟରେ କୁହାଯାଏ ଯେ ୨୦୦୧ ମସିହାରେ ଏହା ପ୍ରଥମେ ମନୁଷ୍ୟମାନଙ୍କଠାରେ ଦେଖାଯାଇଥିଲା, କିନ୍ତୁ ଅନେକ ଗବେଷଣାରୁ ଜଣାପଡ଼ିଛି ଯେ ଏହି ଭୂତାଣୁ ୨୦୦ରୁ ୪୦୦ ବର୍ଷ ପୁରୁଣା। ପ୍ରଥମେ ଏହା ପକ୍ଷୀମାନଙ୍କୁ ସଂକ୍ରମିତ କରିଥାଏ ଏବଂ ବର୍ତ୍ତମାନ ଏହା ମଣିଷ ପାଇଁ ବିପଦ ପାଲଟିଛି। ଚୀନରେ କରୋନା ଭଳି ଲକ୍ଷଣ … Continue reading ପକ୍ଷୀଙ୍କ ପାଇଁ ଘାତକ ୪ଶହ ବର୍ଷର ପୁରୁଣା ଏଚଏମପିଭି ଭାଇରସ ମଣିଷଙ୍କ ଦେହକୁ କେମିତି ଆସିଲା?