ଦୁନିଆର ମୂଲ୍ୟବାନ ଖଣିଜ ସମ୍ପଦ ଉପରେ କବଜା କରୁଛି ଚୀନ୍‍, ବିଶ୍ୱକୁ ଆଙ୍ଗୁଠିରେ ନଚାଇବ ଡ୍ରାଗନ

China investment in minerals: ସବୁଜ ଶକ୍ତି ପାଇଁ ବିଶ୍ୱକୁ ଖଣିଜ ପଦାର୍ଥର ଆବଶ୍ୟକତା ରହିଛି ଏବଂ ଚୀନ୍ ସେମାନଙ୍କ ଉପରେ ନିଜର ଦଖଲକୁ କଡ଼ାକଡ଼ି କରିଛି। ଆଫଗାନିସ୍ତାନଠାରୁ ଆରମ୍ଭ କରି ଜାମ୍ବିଆ ପର୍ଯ୍ୟନ୍ତ ଖଣିଜ ପଦାର୍ଥରେ ପୁଞ୍ଜିନିବେଶ ଏବଂ ଘରୋଇ ଉତ୍ପାଦନ ମାଧ୍ୟମରେ ଚୀନନିଜ ସ୍ଥିତିସୁଦୃଢ଼ କରୁଛି। ସବୁଜ ଶକ୍ତିଆଡ଼କୁ ଯିବା ପାଇଁ ଏବଂ ସ୍ମାର୍ଟ ଟେକ୍ନୋଲୋଜି ପାଇଁ ଡାଟା ସେଣ୍ଟର ନିର୍ମାଣ କରିବା ଲାଗୁ ବିଶ୍ୱକୁ ବିପୁଳ ପରିମାଣର ଖଣିଜ ପଦାର୍ଥର ଆବଶ୍ୟକତା ରହିଛି। … Continue reading ଦୁନିଆର ମୂଲ୍ୟବାନ ଖଣିଜ ସମ୍ପଦ ଉପରେ କବଜା କରୁଛି ଚୀନ୍‍, ବିଶ୍ୱକୁ ଆଙ୍ଗୁଠିରେ ନଚାଇବ ଡ୍ରାଗନ