China Had Already Taken Steps To Mitigate Trump’s Tariff Risk, What India Can Learn From Dragon? ।। ଟ୍ରମ୍ପଙ୍କ ଟାରିଫ୍ ବିପଦକୁ ଫୁ’ କରି ଉଡେଇ ଦେଇଛି ଚୀନ, ଏବେ ଡ୍ରାଗନଠୁ ଭାରତ ଶିଖିବା ବେଳ!

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ବ୍ରାଣ୍ଡେଡ୍ ଏବଂ ପେଟେଣ୍ଟ ଔଷଧ ଉପରେ ୧୦୦% ଶୁଳ୍କ ଲାଗୁ କରିଛନ୍ତି। ଯଦିଓ ଜେନେରିକ୍ ଔଷଧକୁ ଏଥିରୁ ବାଦ ଦିଆଯାଇଛି, ସେଗୁଡ଼ିକ ମଧ୍ୟ ଖୁବ୍ ଶୀଘ୍ର ଶୁଳ୍କ ଲାଗୁ ହୋଇପାରେ। ଭାରତୀୟ ଜେନେରିକ୍ ଔଷଧ କମ୍ପାନୀଗୁଡ଼ିକ ପାଇଁ ଆମେରିକା ସବୁଠାରୁ ବଡ଼ ବଜାର। ଭାରତର ରପ୍ତାନିର ଏକ ତୃତୀୟାଂଶ ଆମେରିକାକୁ ହୁଏ। ଏହା ଭାରତର ୧୦ ବିଲିୟନ ଡଲାର ମୂଲ୍ୟର ରପ୍ତାନିକୁ ବିପଦରେ ପକାଇପାରେ। ଟ୍ରମ୍ପ ପୂର୍ବରୁ ଭାରତୀୟ ସାମଗ୍ରୀ … Continue reading China Had Already Taken Steps To Mitigate Trump’s Tariff Risk, What India Can Learn From Dragon? ।। ଟ୍ରମ୍ପଙ୍କ ଟାରିଫ୍ ବିପଦକୁ ଫୁ’ କରି ଉଡେଇ ଦେଇଛି ଚୀନ, ଏବେ ଡ୍ରାଗନଠୁ ଭାରତ ଶିଖିବା ବେଳ!