ଦକ୍ଷିଣ ଚୀନ ସାଗରର ସ୍କାରବୋରୋ ଶୋଲ୍ ନିକଟରେ ଚୀନ ଏବଂ ଆମେରିକୀୟ ସେନା ମଧ୍ୟରେ ମୁହାଁମୁହିଁ ହୋଇଥିବା ଖବର ସାମ୍ନାକୁ ଆସିଛି। ଚୀନ ଦାବି ଯେ ଆମେରିକାର ବିଧ୍ୱଂସକ ଏହି ବ୍ୟସ୍ତବହୁଳ ରାସ୍ତା ଦେଇ ଯାଉଥିଲା, ଯାହାକୁ ଆମେ ଗୁଳି କରି ଘଉଡ଼ାଇ ଦେଇଛୁ। ଚୀନ ମଧ୍ୟ ଆମେରିକାକୁ ସ୍କାରବୋରୋ ଶୋଲ୍ ରେ ଅନୁପ୍ରବେଶ କରିଥିବା ଅଭିଯୋଗ କରିଛି। ଫିଲିପାଇନ୍ସ ମାମଲାରେ ସ୍କାରବୋରୋ ନିକଟରେ ଦୁଇଟି ଚୀନ ଜାହାଜ ଧକ୍କା ଦେବାର ଗୋଟିଏ ଦିନ ପରେ ସ୍କାରବୋରୋ … Continue reading China and America forces clashed Scarborough shoal ।। ମଝି ସମୁଦ୍ରରେ ଚୀନ-ଆମେରିକାର ମୁହାଁମୁହିଁ, ଟ୍ରମ୍ପଙ୍କ ଜାହାଜକୁ ଘଉଡ଼ାଇ ଦେଲା ବେଜିଂ
Copy and paste this URL into your WordPress site to embed
Copy and paste this code into your site to embed