ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଶିଶୁକୁ ଜନ୍ମ ଦେଲେ ସିମ୍ପାଞ୍ଜି ଦୁର୍ଗା
ଭୁବନେଶ୍ୱର ଉପକଣ୍ଠରେ ଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଗୁରୁବାର ଏକ ନୂଆ ଅତିଥି ପହଞ୍ଚିଛନ୍ତି। ପର୍ଯ୍ୟଟକଙ୍କ ପାଇଁ ପ୍ରମୁଖ ଆକର୍ଷଣ ପାଲଟିଥିବା ଚିଡ଼ିଆଖାନାର ୭ ବର୍ଷର ସିମ୍ପାଞ୍ଜି ‘ଦୁର୍ଗା’ ଏକ ଶିଶୁକୁ ଜନ୍ମ ଦେଇଛି। ୨୩୮ ଦିନର ଗର୍ଭାବସ୍ଥା ପରେ ଦୁର୍ଗା ପୁରୁଷ ସିମ୍ପାଞ୍ଜି ‘ଜୁଲୁ’ଙ୍କ ସହ ମିଶି ମା’ ହୋଇଥିଲେ। ମା’ ଭାବେ ଦୁର୍ଗାଙ୍କର ଏହା ପ୍ରଥମ ଅନୁଭୂତି। ଦୁର୍ଭାଗ୍ୟବଶତଃ, ନନ୍ଦନକାନନର ସବୁଠାରୁ ବୟସ୍କ ସିମ୍ପାଞ୍ଜି ଜୁଲୁଙ୍କର ୨୦୨୪ ଡିସେମ୍ବର ୩୦ ତାରିଖରେ ବାର୍ଦ୍ଧକ୍ୟଜନିତ ରୋଗରେ … Continue reading ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଶିଶୁକୁ ଜନ୍ମ ଦେଲେ ସିମ୍ପାଞ୍ଜି ଦୁର୍ଗା
Copy and paste this URL into your WordPress site to embed
Copy and paste this code into your site to embed