Chilika’s seaweed has anti-cancer properties! ।। ଚିଲିକା ସାମୁଦ୍ରିକ ଶୈବାଳରେ କର୍କଟ-ପ୍ରତିରୋଧୀ ଗୁଣ!

ବୈଜ୍ଞାନଙ୍କୁ ମିଳିଲା ବଡ ସଫଳତା। ଚିକିତ୍ସା କ୍ଷେତ୍ରରେ ଲାଗିବ ଚିଲିକା ଶୈବାଳ। ଚିଲିକାର ମିଳୁଥିବା ବିଭିନ୍ନ ପ୍ରକାରର ସାମୁଦ୍ରିକ ଶୈବାଳ, ଚର୍ମ କର୍କଟ ଏବଂ ୟୁଭି ବିକିରଣ ଦ୍ୱାରା ହେଉଥିବା ଚର୍ମ କ୍ଷତିକୁ ରୋକିବାରେ ସାହାଯ୍ୟ କରିପାରିବ ବୋଲି ଜଣା ପଡିଛି। ଏହା ରେଭେନଶା ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟର ଗବେଷକଙ୍କ ଏକ ଗୋଷ୍ଠୀ ଦ୍ୱାରା ପ୍ରକାଶ ପାଇଛି। ଯେଉଁମାନେ କି ସାମୁଦ୍ରିକ ଶୈବାଳରୁ ଉତ୍ପାଦ ବିକାଶ ପାଇଁ ସମ୍ପ୍ରତି ଭାରତୀୟ ବୌଦ୍ଧିକ ସମ୍ପତ୍ତିରୁ ଏକ ପେଟେଣ୍ଟ ପାଇଛନ୍ତି। … Continue reading Chilika’s seaweed has anti-cancer properties! ।। ଚିଲିକା ସାମୁଦ୍ରିକ ଶୈବାଳରେ କର୍କଟ-ପ୍ରତିରୋଧୀ ଗୁଣ!