କୁମ୍ଭମେଳାରେ ଏବେ ବି ହଜୁଛନ୍ତି ପିଲା, ବୃଦ୍ଧ ଏବଂ ଭକ୍ତ, ସମୁଦାୟ ହଜିଲେ ୨୫୦ଜଣ

କୁମ୍ଭ ମେଳାରେ ୪୫ କୋଟି ଲୋକଙ୍କ ସମାଗମ । ବ୍ୟାପକ ବ୍ୟବସ୍ଥା ସାଙ୍ଗକୁ ଫେବୃୟାରୀ ୨୬ ପର୍ଯନ୍ତ ଚାଲିବ ମେଳା । ସିନେମା କାହାଣୀ ସଦୃଶ । ୯୦ ଦଶକ ଫିଲ୍ମରେ ଯେଉଁଭଳି ଭାବେ ନାୟକ ନାୟିକା କିମ୍ବା ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଚରିତ୍ର ମେଳାରେ ହଜିଯାଆନ୍ତି । ଆଉ ସିନେମା ସରିଆସିଲାବେଳକୁ ସେ ନିଜ ପରିବାରକୁ ପାଆନ୍ତି ଠିକ ସେମିତି କିଛି ସ୍ଥିତି ଦେଖିବାକୁ ମିଳିଛି ପ୍ରୟାଗରାଜର କୁମ୍ଭମେଳାରେ । ପୌଷ ପୂର୍ଣ୍ଣିମା ଅବସରରେ ଆରମ୍ଭ ହୋଇଛି … Continue reading କୁମ୍ଭମେଳାରେ ଏବେ ବି ହଜୁଛନ୍ତି ପିଲା, ବୃଦ୍ଧ ଏବଂ ଭକ୍ତ, ସମୁଦାୟ ହଜିଲେ ୨୫୦ଜଣ