Child Dental Care ।। କେଉଁ ବୟସରେ ପିଲାମାନେ ଦାନ୍ତ ଘଷିବା ଉଚିତ୍, ଜାଣନ୍ତୁ ?

ସାଧାରଣତଃ ପିଲାମାନଙ୍କର ପ୍ରଥମ ଦାନ୍ତ ୬ ମାସ ବୟସରୁ ଉଠିବା ଆରମ୍ଭ ହୋଇଥାଏ । ଏହି ସମୟରେ ଅଧିକାଂଶ ବାପା–ମା’ମାନେ ପିଲାଙ୍କ ଦାନ୍ତ ଯତ୍ନ ନେବାକୁ ନେଇ ଦ୍ୱନ୍ଦ୍ୱରେ ରହିଥାଆନ୍ତି । ପ୍ରଥମ ଦାନ୍ତ ତ ଝଡ଼ିଯିବ, ତେଣୁ ଯତ୍ନ ଦରକାର ନାହିଁ—ଏଭଳି ଧାରଣା ଅନେକଙ୍କ ମନରେ ରହିଛି । କିନ୍ତୁ ଡାକ୍ତରମାନେ କହୁଛନ୍ତି ଯେ, ପିଲାଙ୍କ ଦାନ୍ତ ଉଠିବା ମାତ୍ରେ ତାହାର ସଠିକ୍ ଯତ୍ନ ନେବା ଅତ୍ୟନ୍ତ ଆବଶ୍ୟକ । ଦାନ୍ତ ଉଠିବା ପୂର୍ବରୁ ପିଲାମାନେ … Continue reading Child Dental Care ।। କେଉଁ ବୟସରେ ପିଲାମାନେ ଦାନ୍ତ ଘଷିବା ଉଚିତ୍, ଜାଣନ୍ତୁ ?