ମୁଖ୍ୟମନ୍ତ୍ରୀଙ୍କ ରୁଟିନ୍‍: ୯ ମାସରେ ୬ ଦିନ ଲୋକଙ୍କ ପାଇଁ

CM Grievance:  ବିଗତ ୯ ମାସରେ ୩୨ଟି ସୋମବାର ଲୋକଙ୍କ ପାଇଁ ଉତ୍ସର୍ଗ କରାଯାଇଥିଲେ ମଧ୍ୟ ଭିନ୍ନ ଭିନ୍ନ କାରଣ ଦେଖାଇ ମୁଖ୍ୟମନ୍ତ୍ରୀ କେବଳ ୬ ଦିନ ହିଁ ଲୋକଙ୍କୁ ଭେଟିଛନ୍ତି, ତାଙ୍କ ଦୁଃଖ ସୁଖ ବୁଝିଛନ୍ତି। ଇଏ ଲୋକଙ୍କ ମୁଖ୍ୟମନ୍ତ୍ରୀ ନା ଖାଲି ପ୍ରଚାର କରୁଛନ୍ତି?  ଲୋକଙ୍କ ଦୁଃଖ ଶୁଣୁଛନ୍ତି ନା ପ୍ରହେଳିକା ତିଆରି କରୁଛନ୍ତି?  ବିଧାନସଭାରେ ନିଜକୁ ଶିଶୁ ବୋଲି କହି ବିରୋଧୀ ଦଳଠୁ ବର୍ତ୍ତିବା ଲାଗି ପ୍ରୟାସ କରୁଥିବା ଏ ମୁଖ୍ୟମନ୍ତ୍ରୀ ସତରେ … Continue reading ମୁଖ୍ୟମନ୍ତ୍ରୀଙ୍କ ରୁଟିନ୍‍: ୯ ମାସରେ ୬ ଦିନ ଲୋକଙ୍କ ପାଇଁ