ମୁଖ୍ୟମନ୍ତ୍ରୀଙ୍କ AI ଫଟୋ ମର୍ଫଡ୍ ମାମଲା: ସାଇବର ପୋଲିସ ଦ୍ୱାରା ଆଉ ଜଣେ ଗିରଫ || Chief Minister’s AI photo morphed case: Another person arrested by cyber police

ସୋସିଆଲ ମିଡିଆରେ ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଏକ AI-ଜେନେରେଟେଡ୍ ମର୍ଫଡ୍ ଫଟୋ ପ୍ରସାରଣ ଅଭିଯୋଗରେ ମଙ୍ଗଳବାର ଦିନ ଭୁବନେଶ୍ୱର ସାଇବର ପୋଲିସ ଆଉ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଅଭିଯୁକ୍ତ ମନୋରଞ୍ଜନ ପ୍ରଧାନ ଅନୁଗୁଳ ଜିଲ୍ଲାର ବାଗେଡିଆ ଥାନା ଅଞ୍ଚଳର ବାସିନ୍ଦା ବୋଲି ଜଣାପଡିଛି। ପୋଲିସ ଅନୁଯାୟୀ, ମନୋରଞ୍ଜନ ମୁଖ୍ୟମନ୍ତ୍ରୀଙ୍କ AI-ଜେନେରେଟେଡ୍ ମର୍ଫଡ୍ ଫଟୋ ସୋସିଆଲ ମିଡିଆରେ ସେୟାର କରିଥିବା ଏବଂ ପୋଷ୍ଟରେ ଅଶ୍ଳୀଳ ଏବଂ ଅତ୍ୟନ୍ତ ଆପତ୍ତିଜନକ ଭାଷା ବ୍ୟବହାର କରିଥିବା ଅଭିଯୋଗ … Continue reading ମୁଖ୍ୟମନ୍ତ୍ରୀଙ୍କ AI ଫଟୋ ମର୍ଫଡ୍ ମାମଲା: ସାଇବର ପୋଲିସ ଦ୍ୱାରା ଆଉ ଜଣେ ଗିରଫ || Chief Minister’s AI photo morphed case: Another person arrested by cyber police