ଅଫିସରଙ୍କ ଟାର୍ଗେଟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ମୁଖ୍ୟମନ୍ତ୍ରୀଙ୍କୁ ବଦନାମ କରିବା ପାଇଁ ଦଳୀୟ ମହଲରେ ଅପଚେଷ୍ଠା କରାଯାଉଛି। ଏହି ହୀନ ଉଦ୍ୟମ ଏବେ ଅଫିସର ମହଲକୁ ସଂକ୍ରମିତ ହେବାରେ ଲାଗିଛି। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ହାତରେ ଥିବା ଜଳସମ୍ପଦ ବିଭାଗର ଅଧିକାରୀମାନେ ସବୁଠାରୁ ଆଗରେ ଥିବା ଆଲୋଚନା ହେଉଛି। ଠିକାଦାରୀ ପ୍ରଦାନ କରିବାରେ ଜଳ ସମ୍ପଦ ବିଭାଗ ସବୁବେଳେ ଚର୍ଚ୍ଚାରେ ରହିଥାଏ। ଏବେ ମୁଖ୍ୟମନ୍ତ୍ରୀଙ୍କୁ ବଦନାମ୍‍ କରିବା ସେହି ଜଳ ସମ୍ପଦ ବିଭାଗର କିଛି ଅଧିକାରୀ ଠିକା ନେଇଥିବା ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ବିଧାନସଭାରେ … Continue reading ଅଫିସରଙ୍କ ଟାର୍ଗେଟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ