Odisha CM Launches Sanitation Workers Welfare Scheme ।। ସଫେଇ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ମିଳିବ ୧୦ ଲକ୍ଷର ଜୀବନବୀମା ସାଙ୍ଗକୁ ପକ୍କା ଘର

ସଫେଇ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ଘୋଷଣା । ଏଣିକି ସଫେଇ କର୍ମଚାରୀ ୧୦ ଲକ୍ଷର ଜୀବନବୀମା ସାଙ୍ଗକୁ କର୍ମ କ୍ଷେତ୍ରରେ ଜୀବନହାନୀ ହେଲେ ୩୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ, ପ୍ରମୁଖ ପରିମଳ କର୍ମୀଙ୍କୁ ମୋବାଇଲ ଫୋନ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଶନିବାର ଲୋକସେବା ଭବନଠାରେ ସଫେଇ କର୍ମଚାରୀଙ୍କ ସଶକ୍ତିକରଣ ପାଇଁ ଆୟୋଜିତ ‘ଗରିମା’ କାର୍ଯ୍ୟକ୍ରମକୁ ଉଦ୍‌ଘାଟନକରି ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ସହରୀ ପିଏମ ଆବାସ … Continue reading Odisha CM Launches Sanitation Workers Welfare Scheme ।। ସଫେଇ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ମିଳିବ ୧୦ ଲକ୍ଷର ଜୀବନବୀମା ସାଙ୍ଗକୁ ପକ୍କା ଘର