Chief Electoral Officer of Karnataka writes a letter to Rahul Gandhi ।। ରାହୁଲ ଗାନ୍ଧୀଙ୍କ ଆରୋପ ପରେ ଇସିଙ୍କ ଜବାବ; ‘ସତ୍ୟପାଠ ଦାଖଲ କରନ୍ତୁ, ଭୁଲ୍ ବାହାରିଲେ ନେବୁ ଆଇନଗତ କାର୍ଯ୍ୟାନୁଷ୍ଠାନ’

କଂଗ୍ରେସ ସାଂସଦ ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆଜି ନିର୍ବାଚନ କମିଶନଙ୍କ ବିରୋଧରେ ଅନେକ ଅଭିଯୋଗ ଆଣିଛନ୍ତି। ଏହି ସମସ୍ତ ଅଭିଯୋଗର କେନ୍ଦ୍ରରେ ନିର୍ବାଚନ କମିଶନ ଅଛନ୍ତି ବୋଲି ସେ କହିଥିଲେ । ରାହୁଲ ଭାରତୀୟ ଜନତା ପାର୍ଟି ଉପରେ ନିର୍ବାଚନ କମିଶନଙ୍କ ସହାୟତାରେ ଲୋକସଭା ନିର୍ବାଚନରେ ହେରଫେର କରିଥିବା ଅଭିଯୋଗ କରିଛନ୍ତି। ରାହୁଲ ଗାନ୍ଧୀ କର୍ଣ୍ଣାଟକର ମହାଦେବପୁରା ଆସନର ତଥ୍ୟ ଦେଇ ଭୋଟର ତାଲିକାରେ ହେରଫେର କରି ନିର୍ବାଚନ ଫଳାଫଳକୁ କିପରି … Continue reading Chief Electoral Officer of Karnataka writes a letter to Rahul Gandhi ।। ରାହୁଲ ଗାନ୍ଧୀଙ୍କ ଆରୋପ ପରେ ଇସିଙ୍କ ଜବାବ; ‘ସତ୍ୟପାଠ ଦାଖଲ କରନ୍ତୁ, ଭୁଲ୍ ବାହାରିଲେ ନେବୁ ଆଇନଗତ କାର୍ଯ୍ୟାନୁଷ୍ଠାନ’