ଗଜପତିରେ ହାଡ଼ଫୁଟି ଆତଙ୍କ , ଆରମ୍ଭ ହେଲା ପ୍ରାଥମିକ ଚିକିତ୍ସା | Chickenpox cases reported in Gajapati

ଗତ କିଛିଦିନ ମଧ୍ୟରେ ଗଜପତି ଜିଲ୍ଲାର ଅନେକ ବାସିନ୍ଦା ହାଡଫୁଟିରେ ଆକ୍ରାନ୍ତ ହେବା ପରେ ଆରମ୍ଭ ହୋଇଛି ଚିକତ୍ସା ପାଇଁ ପୂର୍ବ ପ୍ରସ୍ତୁତି | ଏନେଇ ଜିଲ୍ଲାସ୍ତରୀୟ ଏକ ସ୍ୱାସ୍ଥ୍ୟ ଦଳ ଓଡ଼ିଶାର ଗଜପତିର ମୋହନା ବ୍ଲକ ଅନ୍ତର୍ଗତ ଗୁରୁଝୁଲି ଗ୍ରାମ ପରିଦର୍ଶନ କରିଛନ୍ତି | ପୁରୁଷ, ମହିଳା ଏବଂ ପିଲାମାନେ ଏହି ଭୂତାଣୁ ଜନିତ ରୋଗାକ୍ରାନ୍ତ ହୋଇଥିବା ରିପୋର୍ଟ ମିଳିବା ପରେ ସେଠିକା ମାଟିର ମୂଲ୍ୟାଙ୍କନ ସହିତ ଗ୍ରାମବାସୀଙ୍କୁ ସଫାସୁତୁରା ଓ ପ୍ରାଥମିକ ପଦକ୍ଷେପ ନେଇ … Continue reading ଗଜପତିରେ ହାଡ଼ଫୁଟି ଆତଙ୍କ , ଆରମ୍ଭ ହେଲା ପ୍ରାଥମିକ ଚିକିତ୍ସା | Chickenpox cases reported in Gajapati