ଚିକେନ୍ ନେକ୍ ଓ ବାଂଲାଦେଶରେ ଚୀନ୍ ବିମାନ ଘାଟି, କ’ଣ କିଛି ବଡ଼ ଘଟିବାକୁ ଯାଉଛି?

ବାଂଲାଦେଶ ସରକାରର ମୁଖ୍ୟ ମୋହମ୍ମଦ ୟୁନୁସଙ୍କ ଚୀନ୍‍ ଗସ୍ତ ପରେ ଭାରତର ‘ଚିକେନ ନେକ’ ଚର୍ଚ୍ଚାରେ ରହିଛି। ଚୀନରେ ମୋହମ୍ମଦ ୟୁନୁସ ଜିନପିଙ୍ଗ ସରକାରଙ୍କୁ ଭାରତର ସୀମାନ୍ତ ନିକଟସ୍ଥ ଲାଲମୋନିରହାଟ ଜିଲ୍ଲାରେ ଏକ ଏୟାରବେସ ନିର୍ମାଣ ପାଇଁ ପ୍ରସ୍ତାବ ଦେଇଥିଲେ। ତାଙ୍କର ଏହି ବୟାନ ସାମ୍ନାକୁ ଆସିବା ପରେ ଭାରତର ସୁରକ୍ଷା ପାଇଁ ଚିନ୍ତା ବୃଦ୍ଧି ପାଇଛି। ରଣନୀତିକ ଦୃଷ୍ଟିକୋଣରୁ ଲାଲମୋନିରହାଟ ଅତ୍ୟନ୍ତ ସମ୍ବେଦନଶୀଳ। ଏହା ଚିକେନ ନେକ କରିଡର ନିକଟରେ ଅବସ୍ଥିତ, ଯାହା ଭାରତର ମୁଖ୍ୟ … Continue reading ଚିକେନ୍ ନେକ୍ ଓ ବାଂଲାଦେଶରେ ଚୀନ୍ ବିମାନ ଘାଟି, କ’ଣ କିଛି ବଡ଼ ଘଟିବାକୁ ଯାଉଛି?