Chhattisgarh’s share in the waters of the Mahanadi River is now || ଏଣିକି ମହାନଦୀ ଜଳରେ ଛତିଶଗଡ଼ର ଭାଗ

ଦୀର୍ଘ ଦିନ ଧରି ଲାଗି ରହିଥିବା ମହାନଦୀ ଜଳ ବିବାଦକୁ ପାରସ୍ପରିକ ସହମତିରେ ସମାଧାନ କରିବାକୁ ଓଡ଼ିଶା ଏବଂ ଛତିଶଗଡ଼ ନିଜର ଇଚ୍ଛା ପ୍ରକାଶ କରିଛନ୍ତି। ଗୁରୁବାର କେନ୍ଦ୍ର ଜଳ ସମ୍ପଦ (ଜଳ ଶକ୍ତି) ରାଜ ଭୂଷଣ ଚୌଧୁରୀ ଏହା କହିଛନ୍ତି। ମହାନଦୀ ଟ୍ରିବ୍ୟୁନାଲ ସମ୍ପର୍କରେ ଓଡ଼ିଶାର ସାଂସଦ ପ୍ରଦୀପ ପୁରୋହିତଙ୍କ ଦ୍ୱାରା ଉଠାଯାଇଥିବା ପ୍ରଶ୍ନର ଉତ୍ତରରେ କେନ୍ଦ୍ର ମନ୍ତ୍ରୀ ସଂସଦରେ ତାଙ୍କ ଲିଖିତ ଉତ୍ତରରେ ଏହା କହିଛନ୍ତି। ମନ୍ତ୍ରୀ ଚୌଧୁରୀ ସୂଚନା ଦେଇଛନ୍ତି ଯେ ଉଭୟ … Continue reading Chhattisgarh’s share in the waters of the Mahanadi River is now || ଏଣିକି ମହାନଦୀ ଜଳରେ ଛତିଶଗଡ଼ର ଭାଗ