ଛତିଶଗଡ଼ରେ ପୁଣି ଏନକାଉଣ୍ଟର: ୨୨ ନକ୍ସଲ ନିହତ, ଜଣେ ଯବାନ ସହିଦ

Encounter: ବିଜାପୁର ଓ ଦାନ୍ତେଓ୍ୱେଡ଼ା ଜିଲ୍ଲାର ସୀମାନ୍ତରେ ଥିବା ଏକ ଜଙ୍ଗଲରେ ସକାଳ ପ୍ରାୟ ୭ଟା ବେଳେ ସୁରକ୍ଷାକର୍ମୀଙ୍କ ଏକ ମିଳିତ ଟିମ୍ ନକ୍ସଲ ବିରୋଧୀ ଅଭିଯାନରେ ବାହାରିଥିବା ବେଳେ ଗୁଳିବିନିମୟ ହୋଇଥିଲା। ଛତିଶଗଡ଼ ବିଜାପୁର ଜିଲ୍ଲାରେ ଗୁରୁବାର ସୁରକ୍ଷାବାହିନୀ ଏନକାଉଣ୍ଟରରେ ୧୮ ଜଣ ନକ୍ସଲ ନିପାତ ହୋଇଛନ୍ତି। ଏହି ଏନକାଉଣ୍ଟରରେ ଜଣେ ପୁଲିସ ଯବାନ ମଧ୍ୟ ସହିଦ ହୋଇଛନ୍ତି । ବିଜାପୁରର ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନ ଅଞ୍ଚଳରେ ହୋଇଥିବା ଏନକାଉଣ୍ଟରରେ ୩୧ ଜଣ ନକ୍ସଲ ଓ … Continue reading ଛତିଶଗଡ଼ରେ ପୁଣି ଏନକାଉଣ୍ଟର: ୨୨ ନକ୍ସଲ ନିହତ, ଜଣେ ଯବାନ ସହିଦ