୨୦୦ କୋଟି ଟଙ୍କା କ୍ଲବରେ ଏଣ୍ଟ୍ରି ମାରିଲା ‘ଛାଭା’

Chhaava Box Office Collection: ଅଭିନେତା ଭିକି କୌଶଲଙ୍କ ଫିଲ୍ମ ‘ଛାଭା’ ବକ୍ସ ଅଫିସରେ ଜବରଦସ୍ତ ଆୟ କରୁଛି। ଏପରିକି ମାର୍ଭେଲର ସୁପରହିଟ୍ ଫିଲ୍ମ ‘କ୍ୟାପଟେନ୍ ଆମେରିକା’ ମଧ୍ୟ ଏହି ଫିଲ୍ମ ସମ୍ନାରେ ଫିକା ପଡ଼ିଯାଇଛି। ଭିକି କୌଶଲ ଫିଲ୍ମ ‘ଛାଭା’ରେ ମରାଠା ବୀର ଛତ୍ରପତି ସମ୍ୱାଜୀ ମହାରାଜଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଫିଲ୍ମ ଷଷ୍ଠ ଦିନରେ ୨୦୦ କୋଟିରୁ ଉର୍ଦ୍ଧ ତାଙ୍କ ରୋଜଗାର କରିବାରେ ସଫଳ ହୋଇଛି। ନିକଟରେ … Continue reading ୨୦୦ କୋଟି ଟଙ୍କା କ୍ଲବରେ ଏଣ୍ଟ୍ରି ମାରିଲା ‘ଛାଭା’