Check today’s rates before buying gold—what is the price? II ସୁନା କିଣିବା ପୂର୍ବରୁ ଜାଣନ୍ତୁ ଆଜିର ଦର , କେତେ ରହିଛି ମୂଲ୍ୟ?

ଯଦି ଆପଣ ସୁନା କିଣିବାକୁ ଯୋଜନା କରୁଛନ୍ତି, ତେବେ ଗହଣା ଦୋକାନକୁ ଯିବା ପୂର୍ବରୁ ଆଜିର ସୁନା ଓ ରୁପା ଦର ବିଷୟରେ ଜାଣି ନିଅନ୍ତୁ। ଭାରତୀୟ ବଜାରରେ ସୁନା ମୂଲ୍ୟ ଉଚ୍ଚ ସ୍ତରରେ ରହିଥିବା ବେଳେ ବିଭିନ୍ନ ସହରରେ ଏହାର ଦରରେ ସାମାନ୍ୟ ପାର୍ଥକ୍ୟ ଦେଖିବାକୁ ମିଳୁଛି। ଉପଲବ୍ଧ ଦର ଅନୁସାରେ, ଭାରତୀୟ ବଜାରରେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ମୂଲ୍ୟ ୧ ଲକ୍ଷ ୩୯ ହଜାର ୬୪୦ ଟଙ୍କା ରହିଛି। ସେହିପରି … Continue reading Check today’s rates before buying gold—what is the price? II ସୁନା କିଣିବା ପୂର୍ବରୁ ଜାଣନ୍ତୁ ଆଜିର ଦର , କେତେ ରହିଛି ମୂଲ୍ୟ?