Chaos and anarchy all around India ! ।। ଭାରତର ଚାରି ପଟେ ବିଶୃଙ୍ଖଳା ଓ ଅରାଜକତା
ନେପାଳରେ ଘଟିଥିବା ସରକାର ବିରୋଧୀ ହିଂସା ବର୍ତ୍ତମାନ ଭାରତୀୟ ଉପମହାଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଜନତାଙ୍କ ଆକ୍ରୋଶରେ ଅତିଷ୍ଠ ହୋଇ ପ୍ରଧାନମନ୍ତ୍ରୀ କେ.ପି.ଶର୍ମା ଓଲି ଇସ୍ତଫା ଦେଇଥିବାବେଳେ ବିକ୍ଷୋଭକାରୀମାନେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କୁ ଆକ୍ରମଣ କରିବା ସହ ପାର୍ଲାମେଣ୍ଟ, ସୁପ୍ରିମକୋର୍ଟରେ ନିଆଁ ଲଗାଇ ଦେଇଛନ୍ତି। ସେମାନଙ୍କ ଆକ୍ରମଣରେ ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀ ଗୁରୁତର ଆହତ ହୋଇଥିବାବେଳେ ଅନ୍ୟ ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କୁ ପୋଡି ମାରି ଦିଆଯାଇଛି। ବିଗତ କିିଛି ବର୍ଷ ମଧ୍ୟରେ ଶ୍ରୀଲଙ୍କାଠାରୁ ଆରମ୍ଭ କରି ନେପାଳ … Continue reading Chaos and anarchy all around India ! ।। ଭାରତର ଚାରି ପଟେ ବିଶୃଙ୍ଖଳା ଓ ଅରାଜକତା
Copy and paste this URL into your WordPress site to embed
Copy and paste this code into your site to embed