ରାଶି ଅନୁସାରେ ଦିଅନ୍ତୁ ଚକୋଲେଟ ,ପ୍ରେମ ହେବ ସଫଳ ।। Chacolate day

ପ୍ରେମ ହେଉଛି ଏମିତି ଅନୁଭୂତି । ପ୍ରେମ ସପ୍ତାହର ତୃତୀୟ ଦିନ, ଆଜି ଚକୋଲେଟ୍ ଡେ ପାଳିତ ହେଉଛି। ଏହି ଦିନରେ ପ୍ରେମୀମାନେ ନିଜ ପ୍ରେମୀକୁ ପ୍ରିୟ ଚକୋଲେଟ୍ ଦେଇ ମନର କଥା କହିବେ । ଗତକାଲି ପ୍ରପୋଜ୍ ଡେ ଶେଷ ହୋଇଥିଲା ତେଣୁ ଆଜି ଚକୋଲେଟ୍ ଡେ ପାଳନ କରାଯାଇଛି। ସହରର ବିଭିନ୍ନ ଦୋକାନରେ ଚକୋଲେଟ୍ ପାଇଁ ଲମ୍ବା ଲାଇନ ଲଗିଥିଲା । ଯୁବପିଢ଼ି ବେଶ ଉତ୍ସାହର ସହ ଅଂଶ ନେଉଥିଲେ । ଫ୍ଲେଭର ଚକୋଲେଟ୍, … Continue reading ରାଶି ଅନୁସାରେ ଦିଅନ୍ତୁ ଚକୋଲେଟ ,ପ୍ରେମ ହେବ ସଫଳ ।। Chacolate day