ରାମ ମନ୍ଦିର ଟ୍ରଷ୍ଟକୁ ନେଇ ଗୃହ ମନ୍ତ୍ରଣାଳୟର ‘ଗୋପନୀୟତା’ ନିଷ୍ପତ୍ତିକୁ କେନ୍ଦ୍ରୀୟ ସୂଚନା କମିଶନଙ୍କ ସ୍ୱୀକୃତି || Central Information Commission approves Home Ministry’s ‘privacy’ decision on Ram Temple Trust

ଅଯୋଧ୍ୟାର ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଗଠନ ସହ ଜଡ଼ିତ ସରକାରୀ ଦସ୍ତାବିଜ ଏବଂ ରେକର୍ଡଗୁଡ଼ିକୁ ସର୍ବସାଧାରଣ କରାଯାଇପାରିବ ନାହିଁ। ଏହିସବୁ ରେକର୍ଡକୁ ‘ଗୋପନୀୟ’ ଶ୍ରେଣୀରେ ରଖିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନେଇଥିବା ନିଷ୍ପତ୍ତିକୁ କେନ୍ଦ୍ରୀୟ ସୂଚନା କମିଶନ ସଠିକ୍ ବୋଲି ଦର୍ଶାଇଛନ୍ତି। ସୁରକ୍ଷା ଏବଂ ସଂବେଦନଶୀଳତା ଦୃଷ୍ଟିରୁ ଏହି ତଥ୍ୟକୁ ସୂଚନା ଅଧିକାର ଆଇନ ର ପରିସରରୁ ବାହାରେ ରଖାଯାଇଛି। ଗୃହ ମନ୍ତ୍ରଣାଳୟର ଯୁକ୍ତିକୁ ଗ୍ରହଣ କରି ସିଆଇସି କହିଛନ୍ତି ଯେ, … Continue reading ରାମ ମନ୍ଦିର ଟ୍ରଷ୍ଟକୁ ନେଇ ଗୃହ ମନ୍ତ୍ରଣାଳୟର ‘ଗୋପନୀୟତା’ ନିଷ୍ପତ୍ତିକୁ କେନ୍ଦ୍ରୀୟ ସୂଚନା କମିଶନଙ୍କ ସ୍ୱୀକୃତି || Central Information Commission approves Home Ministry’s ‘privacy’ decision on Ram Temple Trust