IT ନିୟମ ଅବମାନନା ଓ AI କଣ୍ଟେଣ୍ଟ ମାମଲାରେ ମେଟାର ଗ୍ଲୋବାଲ୍ ହେଡ୍‌ ଓ ଇନ୍‌ଷ୍ଟାଗ୍ରାମ୍ ମୁଖ୍ୟଙ୍କୁ କେନ୍ଦ୍ରର ସମନ୍ || Center summons Meta’s global head and Instagram chief in IT law violation and AI content case

ଦେଶରେ ଆଇଟି ନିୟମାବଳୀର ଅବମାନନା, କୃତ୍ରିମ ବୁଦ୍ଧିମତ୍ତା ଦ୍ୱାରା ପ୍ରସ୍ତୁତ କଣ୍ଟେଣ୍ଟ ଏବଂ ସୋସିଆଲ୍ ମିଡିଆ ପ୍ଲାଟଫର୍ମଗୁଡ଼ିକର ଅବହେଳାକୁ ନେଇ କେନ୍ଦ୍ର ସରକାର ଅତ୍ୟନ୍ତ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ପକ୍ଷରୁ ବିଶ୍ୱର ଅଗ୍ରଣୀ ଟେକ୍ କମ୍ପାନୀ ‘ମେଟା’ ର ଗ୍ଲୋବାଲ୍ ଆଫେୟାର୍ସ ପ୍ରେସିଡେଣ୍ଟ ଜୋଏଲ୍ କାପଲାନ୍ ଏବଂ ଇନ୍‌ଷ୍ଟାଗ୍ରାମ୍ ର ମୁଖ୍ୟ ଆଡାମ୍ ମୋସେରୀ ଙ୍କୁ ସମନ୍ ଜାରି କରାଯାଇଛି। ସୋସିଆଲ୍ ମିଡିଆରେ ନିୟମ ଅନୁପାଳନ ନହେବା, … Continue reading IT ନିୟମ ଅବମାନନା ଓ AI କଣ୍ଟେଣ୍ଟ ମାମଲାରେ ମେଟାର ଗ୍ଲୋବାଲ୍ ହେଡ୍‌ ଓ ଇନ୍‌ଷ୍ଟାଗ୍ରାମ୍ ମୁଖ୍ୟଙ୍କୁ କେନ୍ଦ୍ରର ସମନ୍ || Center summons Meta’s global head and Instagram chief in IT law violation and AI content case