ବ୍ରହ୍ମପୁରରେ ତେଲୁଗୁ ସମ୍ପ୍ରଦାୟ ପକ୍ଷରୁ ପୋଙ୍ଗଲ ସ୍ୱାଦରେ ‘ସଂକ୍ରାନ୍ତି ସାମ୍ବରାଲୁ’ ପାଳନ
ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ ତେଲୁଗୁ ସମ୍ପ୍ରଦାୟ ପକ୍ଷରୁ ପୋଙ୍ଗଲ ସ୍ୱାଦରେ ‘ସଂକ୍ରାନ୍ତି ସାମ୍ବରାଲୁ’ ପାଳନ କରାଯାଇଛି। ଆନ୍ଧ୍ର ଭସାଭିବର୍ଦ୍ଧନୀ ସମାଜମ୍ (ଏବିଏସ୍) ଆନୁକୂଲ୍ୟରେ ଆୟୋଜିତ ଏହି ଉତ୍ସବରେ ତେଲୁଗୁ ସମ୍ପ୍ରଦାୟର ପ୍ରାୟ ୫୦ଟି ସାହିତ୍ୟ, ସଙ୍ଗୀତ, ସାମାଜିକ ଓ ସାଂସ୍କୃତିକ ସଂଗଠନର ସଦସ୍ୟମାନେ ଯୋଗ ଦେଇଥିଲେ। ‘ସଂକ୍ରାନ୍ତି ସାମ୍ବରାଲୁ’ ଏକ ପାରମ୍ପରିକ ଅମଳ ପର୍ବ । ନୂଆ ଅମଳ ହୋଇଥିବା ଚାଉଳ, ଡାଲି, ଗୁଡ଼, ଶୁଖିଲା ଫଳ, ଚିନି ଓ କ୍ଷୀରରେ ପ୍ରସ୍ତୁତ ସୁସ୍ୱାଦୁ ‘ପୋଙ୍ଗାଲି’କୁ ପୋଙ୍ଗଲରେ … Continue reading ବ୍ରହ୍ମପୁରରେ ତେଲୁଗୁ ସମ୍ପ୍ରଦାୟ ପକ୍ଷରୁ ପୋଙ୍ଗଲ ସ୍ୱାଦରେ ‘ସଂକ୍ରାନ୍ତି ସାମ୍ବରାଲୁ’ ପାଳନ
Copy and paste this URL into your WordPress site to embed
Copy and paste this code into your site to embed