ଯୁଦ୍ଧ ବିରତି ଏକ ବୁଝାମଣା, ଭାରତ ଏହାକୁ ଯେକୌଣସି ମୁହୂର୍ତ୍ତରେ ଏଡ଼ାଇପାରେ: ସମ୍ବିତ ପାତ୍ର

ଅପରେସନ୍‍ ସିନ୍ଦୂର ଅପ୍ରତ୍ୟାଶିତ ଲକ୍ଷ୍ୟ ହାସଲ କରିଛି। ଆନ୍ତର୍ଜାତିକ ସୀମାରେଖା ୧୦୦ କିଲୋମିଟର ଭିତରେ ପଶି ଭାରତ ପାକିସ୍ତାନରେ ଥିବା ଆତଙ୍କୀଙ୍କ ଶିବିରକୁ ନଷ୍ଟ କରିଛି ଭାରତ। ଅନେକ ସନ୍ତର୍ପଣତାର ସହ ଭାରତର ସେନା ଏହି କାର୍ଯ୍ୟ କରିଛନ୍ତି। ଭାରତର ରାଜନୀତିକ ଦଳ, ସାଧାରଣ ଜନତାଙ୍କ ଅଭୂତପୂର୍ବ ଏକତା ଏଠାରେ ଦେଖିବାକୁ ମିଳିଥିଲା ବୋଲି କହିଛନ୍ତି ବିଜେପି ମୁଖପାତ୍ର ତଥା ପୁରୀର ସାଂସଦ ସମ୍ବିତ ପାତ୍ର। ଏହା ଅପରେସନ୍‍ର ଶତ ପ୍ରତିଶତ ସଫଳତାକୁ ଦର୍ଶାଇଛି ବୋଲି ସେ … Continue reading ଯୁଦ୍ଧ ବିରତି ଏକ ବୁଝାମଣା, ଭାରତ ଏହାକୁ ଯେକୌଣସି ମୁହୂର୍ତ୍ତରେ ଏଡ଼ାଇପାରେ: ସମ୍ବିତ ପାତ୍ର