ଆପଣ ଖାଉଛନ୍ତି କି ଏହି ନାମୀ କମ୍ପାନୀଙ୍କ ଔଷଧ,ଏହି ତାଲିକା ପଢ଼ି ହୁଅନ୍ତୁ ସାବଧାନ

CDSCO:କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ (ସିଡିଏସସିଓ) ସମଗ୍ର ଦେଶରେ ମୋଟ ୧୩୫ଟି ଔଷଧର ନମୁନା ବିଫଳ ହୋଇଛି। ଯେଉଁ ଔଷଧର ନମୁନା ବିଫଳ ହୋଇଛି ସେଗୁଡ଼ିକ ହେଲା ହୃଦୟ, ଚିନି, କିଡନୀ, ବିପି ଓ ରକ୍ତଚାପ। ଏବଂ ଆଣ୍ଟିବାୟୋଟିକ ସମେତ ଅନେକ ଔଷଧ। ଏହା ପୂର୍ବରୁ ମଧ୍ୟ ସିଡିଏସସିଓ ପକ୍ଷରୁ ଅନେକ ଔଷଧ ଉପରେ ପ୍ରତିବନ୍ଧକ ଲଗାଯାଇଛି। କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ (ସିଡିଏସସିଓ) ଡିସେମ୍ବରରେ ନିଆଯାଇଥିବା ଔଷଧର ନମୁନାର ଫଳାଫଳ ପ୍ରକାଶ କରିଛି। … Continue reading ଆପଣ ଖାଉଛନ୍ତି କି ଏହି ନାମୀ କମ୍ପାନୀଙ୍କ ଔଷଧ,ଏହି ତାଲିକା ପଢ଼ି ହୁଅନ୍ତୁ ସାବଧାନ