CCI approves proposed merger with BPSL, JSW Group and JFE Steel || BPSL, JSW ଗ୍ରୁପ୍ ଏବଂ JFE ଷ୍ଟିଲ୍ ସହ ପ୍ରସ୍ତାବିତ ମିଶ୍ରଣକୁ CCIର ମଞ୍ଜୁରୀ

ଭାରତୀୟ ପ୍ରତିଯୋଗିତା କମିଶନ (ସିସିଆଇ) ଭୂଷଣ ପାୱାର ଆଣ୍ଡ ଷ୍ଟିଲ୍ ଲିମିଟେଡ୍ (ବିପିଏସଏଲ), ଜେଏସଡବ୍ଲୁ ସମ୍ବଲପୁର ଷ୍ଟିଲ ଲିମିଟେଡ଼, ଜେଏଫଇ ଷ୍ଟିଲ କର୍ପୋରେସନ ଏବଂ ଜେଏସଡବ୍ଲୁ କଳିଙ୍ଗ ଷ୍ଟିଲ ଲିମିଟେଡ଼ ସହିତ ପ୍ରସ୍ତାବିତ ମିଶ୍ରଣକୁ ଅନୁମୋଦନ କରିଛି। ଅନୁମୋଦିତ ପ୍ରସ୍ତାବ ଅନୁଯାୟୀ, ବିପିଏସଏଲ ର ଇସ୍ପାତ ବ୍ୟବସାୟ ଏକ ସ୍ଲମ୍ପ ବିକ୍ରୟ ମାଧ୍ୟମରେ ଜେଏସଡବ୍ଲୁ ସମ୍ବଲପୁର ଷ୍ଟିଲ୍ ଲିମିଟେଡକୁ ସ୍ଥାନାନ୍ତରିତ କରାଯିବ। ଏହା ସହିତ, ଜେଏଫଇ ଷ୍ଟିଲ କର୍ପୋରେସନ ଜେଏସଡବ୍ଲୁ କଳିଙ୍ଗ ଷ୍ଟିଲ୍ ଲିମିଟେଡରେ ୫୦ ପ୍ରତିଶତ … Continue reading CCI approves proposed merger with BPSL, JSW Group and JFE Steel || BPSL, JSW ଗ୍ରୁପ୍ ଏବଂ JFE ଷ୍ଟିଲ୍ ସହ ପ୍ରସ୍ତାବିତ ମିଶ୍ରଣକୁ CCIର ମଞ୍ଜୁରୀ