୧୦ମ ଶ୍ରେଣୀ ନୂଆ ପରୀକ୍ଷା ବ୍ୟବସ୍ଥା ନେଇ ସିବିଏସ୍ଇର ସ୍ପଷ୍ଟୀକରଣ
CBSE: କେମିତି ହେବ ସିବିଏସ୍ଇ ୧୦ମ ଶ୍ରେଣୀ ପରୀକ୍ଷା? ନୂଆ ଶିକ୍ଷାନୀତି ଅନୁସାରେ ପିଲାଙ୍କ ଉପରୁ ଚାପ ହଟାଇବାକୁ କ’ଣ ହେବ ନୂଆ ନିୟମ କାନୁନ୍ ଓଡ଼ିଆ ବିଷୟ ରହିବ ନା ନାହିଁ? ଏଭଳି ପ୍ରଶ୍ନରେ ସ୍ପଷ୍ଟୀକରଣ ରଖିଛି ସିବିଏସ୍ଇ। ଫେବୃୟାରୀ ୨୫ ଏବଂ ୨୬ ତାରିଖରେ ଦୁଇଟି ପୃଥକ୍ ପୃଥକ୍ ନୋଟିସ୍ ଜାରି କରି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଏହା ସ୍ପଷ୍ଟ କରିଛନ୍ତି। ସିବିଏସ୍ଇହ କହିଛି, ଜାତୀୟ ଶିକ୍ଷାନୀତିକୁ ପାଳନ କରିବାକୁ ଯାଇ ସିବିଏସ୍ଇ … Continue reading ୧୦ମ ଶ୍ରେଣୀ ନୂଆ ପରୀକ୍ଷା ବ୍ୟବସ୍ଥା ନେଇ ସିବିଏସ୍ଇର ସ୍ପଷ୍ଟୀକରଣ
Copy and paste this URL into your WordPress site to embed
Copy and paste this code into your site to embed