୧୦ ଲକ୍ଷ ଟଙ୍କା ଲାଞ୍ଚ କାରବାର: ଆଇଏଏସ୍‍ ବିଷ୍ଣୁପଦଙ୍କ ଘରେ ସିବିଆଇ ଚଢ଼ାଉ

Bhubaneswar: ଓଡ଼ିଶା ସରକାରଙ୍କ ଅଧିନରେ ଦାୟିତ୍ୱ ବିହୀନ ସ୍ୱତନ୍ତ୍ର ଅଧିକାରୀ ଭାବେ କାର୍ଯ୍ୟରତ ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ଚଢ଼ାଉ କରିଛି। ଆଜି ସକାଳେ ଏକ ସ୍ୱତନ୍ତ୍ର ୮ ଜଣିଆ ଦଳ ତାଙ୍କୁ ପଚରା ଉଚୁରା କରୁଥିବା ସୂଚନା ମିଳିଛି। ଦୁଇମାସ ତଳେ ବ୍ରିଜ୍‍ ଓ ରୁଫ୍‍ କମ୍ପାନୀର ଗ୍ରୁପ୍‍ ପରିଚାଳନା ନିର୍ଦ୍ଦେଶକଙ୍କୁ ଲାଞ୍ଚ କାରବାରରେ ତାଙ୍କ ସମ୍ପୃକ୍ତିକୁ ନେଇ ଚର୍ଚ୍ଚା ହୋଇଥିଲା। ୧୯୯୫ ବ୍ୟାଚ୍‍ ଆଇଏଏସ୍‍ ଅଧିକାରୀ ଶ୍ରୀ ସେଠୀ ସେତେବଳେ ଓଡ଼ିଶା ସରକାରଙ୍କ ଭାଷା, … Continue reading ୧୦ ଲକ୍ଷ ଟଙ୍କା ଲାଞ୍ଚ କାରବାର: ଆଇଏଏସ୍‍ ବିଷ୍ଣୁପଦଙ୍କ ଘରେ ସିବିଆଇ ଚଢ଼ାଉ