CBI has a sword at Vibhuti’s head! ।। ବିଭୁତିଙ୍କ ମୁଣ୍ଡରେ ସିବିଆଇ ଖଣ୍ଡା !

ଓଡ଼ିଶାର ଖଣିଜ ସମ୍ପଦ ଦୀର୍ଘ ଦିନ ଧରି ରାଜନୀତି, ପ୍ରଶାସନ ଓ କର୍ପୋରେଟ୍ ସ୍ୱାର୍ଥର ଏକ ଜଟିଳ ଜାଲରେ ଆବଦ୍ଧ। ଏହି ଜାଲ ଭିତରେ କେବଳ ପାହାଡ଼ ଓ ଜଙ୍ଗଲ ନୁହେଁ—ରାଜ୍ୟର ରାଜସ୍ୱ, ପରିବେଶ ଓ ଗଣତନ୍ତ୍ରୀୟ ଆସ୍ଥା ମଧ୍ୟ ଧୋଇଯାଉଛି । ଏହି ପରିପ୍ରେକ୍ଷିତରେ ବୁଧବାର ଓଡ଼ିଶା ହାଇକୋର୍ଟ ଦ୍ୱାରା ଓଡ଼ିଶା ସରକାରଙ୍କୁ ଜାରି ହୋଇଥିବା ନୋଟିସ୍ କେବଳ ଏକ ଆଇନଗତ ପ୍ରକ୍ରିୟା ନୁହେଁ—ଏହା ଏକ ରାଜନୈତିକ ଓ ପ୍ରଶାସନିକ ସତର୍କବାଣୀ । ଅବୈଧ ଖଣି … Continue reading CBI has a sword at Vibhuti’s head! ।। ବିଭୁତିଙ୍କ ମୁଣ୍ଡରେ ସିବିଆଇ ଖଣ୍ଡା !