ଓଡ଼ିଶାରେ ଭୋଟ୍ ପାଇଁ ଜାତିଭିତ୍ତିକ ବିଭାଜନ ଲବି ଆରମ୍ଭ

ଓଡ଼ିଶାର ସାମାଜିକ ସଂରଚନାରେ ପଛୁଆ ବର୍ଗଙ୍କ ଭାଗ ହେଉଛି ପ୍ରାୟ ୪୫ରୁ ୫୫%। ଏମାନଙ୍କୁ କୌଣସି ପ୍ରକାରେ ନିଜ କବ୍‍ଜାକୁ ଅଣାଯାଇପାରିଲେ ଭୋଟ୍‍ ରାଜନୀତିରେ କ୍ଷମତା ପାଇବା ସହଜ ଓ ସରଳ ହୋଇଯିବ। ଏବେ ଏପରି କିଛି ଆକଳନ କରିଛନ୍ତି ରାଜ୍ୟର କିଛି ନେତା। ଖାଲି ସେତିକି ନୁହେଁ ନିଜେ ସାଧାରଣ ବର୍ଗର ହୋଇଥିଲେ ବି ଏହି ଜାତିଭିତ୍ତିକ ରାଜନୀତିକୁ ଆଶ୍ରା କରି ସେମାନେ ୨୦୨୯ ନିର୍ବାଚନ ବୈତରଣୀ ପାର ହେବାକୁ ଚାହୁଁଛନ୍ତି। ବୟସର ଅପରାହ୍ଣରେ ପହଞ୍ଚିଥିଲେ … Continue reading ଓଡ଼ିଶାରେ ଭୋଟ୍ ପାଇଁ ଜାତିଭିତ୍ତିକ ବିଭାଜନ ଲବି ଆରମ୍ଭ