କାର୍ଟୁନ ପ୍ରିୟ ବୈଭବ ସୂର୍ଯ୍ୟବଂଶୀ || Cartoon lover Vaibhav Suryavanshi

ରାଜସ୍ଥାନ ରୟାଲ୍ସର ୧୫ ବର୍ଷୀୟ ଯୁବ ସେନସେସନ୍ ବୈଭବ ସୂର୍ଯ୍ୟବଂଶୀ ଏବେ କେବଳ ନିଜ ବ୍ୟାଟିଂ ପାଇଁ ନୁହେଁ, ବରଂ ନିଜର ସାଧାରଣ ଜୀବନଶୈଳୀ ଏବଂ ମଜାଦାର ବୟାନ ପାଇଁ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛନ୍ତି। ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ବିରୋଧରେ ମ୍ୟାଚ୍ ଜିତିବା ପରେ ବୈଭବଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ନିଜର ‘ଦେଶୀ’ ଷ୍ଟାଇଲରେ ସମସ୍ତଙ୍କ ମନ ଜିତି ନେଇଛନ୍ତି।  “ମୁଁ ଆଜି ବି କାର୍ଟୁନ୍ ଦେଖେ” – ବୈଭବ … Continue reading କାର୍ଟୁନ ପ୍ରିୟ ବୈଭବ ସୂର୍ଯ୍ୟବଂଶୀ || Cartoon lover Vaibhav Suryavanshi