୧୦୩୦୯୦ କୋଟିର ପୁଞ୍ଜି; ୧୩ଟି ବୁଝାମଣାପତ୍ର

ଓଡ଼ିଶା ସରକାର ମଙ୍ଗଳବାର ଅଗ୍ରଣୀ ଉଦ୍ୟୋଗଗୁଡ଼ିକ ସହ ୧୦୩୦୯୦ କୋଟି ଟଙ୍କାର ୧୩ଟି ବୁଝାମଣାପତ୍ର ନୂଆଦିଲ୍ଲୀରେ ସ୍ୱାକ୍ଷର କରିଛନ୍ତି। ସବୁଠାରୁ ଆକର୍ଷଣୀୟ କଥା ହେଲା ଓଡ଼ିଶାରେ ଡୁଆଲ ଫିଡ୍ ନାଫ୍‍ଥା କ୍ରାକର ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ (ଆଇଓସିଏଲ୍) ସହ ହୋଇଥିବା ଚୁକ୍ତି, ଯେଉଁଥିରେ ୯୮,୮୮୦ କୋଟି ଟଙ୍କା ବିନିଯୋଗ ହେବ। ଏହି ପ୍ରକଳ୍ପ ୨୪,୦ ଲୋକଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବା ସହ ରାଜ୍ୟର ପେଟ୍ରୋକେମିକାଲ ଭିତ୍ତିଭୂମି ଏବଂ ଉତ୍ପାଦନ କ୍ଷମତାରେ … Continue reading ୧୦୩୦୯୦ କୋଟିର ପୁଞ୍ଜି; ୧୩ଟି ବୁଝାମଣାପତ୍ର