ରାଜ୍ୟର ଆଇଏଏସ୍‍ ଓ ଆଇପିଏସ୍‍ଙ୍କ ଛୁଟି ବାତିଲ

ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନାକୁ ନଜରରେ ରଖି ରାଜ୍ୟ ସରକାର ସମସ୍ତ ସରକାରୀ ଅଧିକାରୀଙ୍କ ଉପସ୍ଥିତି ଓ ସତର୍କତା କାମନା କରିଛନ୍ତି। ଏହି ପରିପ୍ରେକ୍ଷୀରେ ରଜ୍ୟର ଆଇଏଏସ୍‍ ଓ ଆଇପିଏସ୍‍ ଅଧିକାରୀଙ୍କ ସମେତ ଅନ୍ୟ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି। ସମସ୍ତ କର୍ମଚାରୀଙ୍କୁ ଏ ବାବଦରେ ସାଧାରଣ ପ୍ରଶାସନ ବିଭାଗର ଏକ ବିଜ୍ଞପ୍ତି ମାଧ୍ୟମରେ ସ୍ପଷ୍ଟ କରାଯାଇଛି। ଏଥିରେ କୁହାଯାଇଛି ଯେ, ଭାରତର ପଶ୍ଚିମ ସୀମାରେ  ଯୁଦ୍ଧଭଳି ପରିସ୍ଥିତି ଉତ୍ପନ୍ନ ହୋଇଛି। ଏଣୁ ସମସ୍ତ … Continue reading ରାଜ୍ୟର ଆଇଏଏସ୍‍ ଓ ଆଇପିଏସ୍‍ଙ୍କ ଛୁଟି ବାତିଲ