ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଜଷ୍ଟିନ ଟ୍ରୁଡୋ; କାନାଡାରେ ଆଗୁଆ ନିର୍ବାଚନ ପାଇଁ ବାଟ ଖୋଲିଲା

Justin Trudeau: କାନାଡାର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଜଷ୍ଟିନ ଟ୍ରୁଡୋ। ୨୦୧୫ରେ ସେ କାନାଡାର ପ୍ରଧାନମନ୍ତ୍ରୀ ହୋଇଥିଲେ। ଦୁଇବର୍ଷ ତଳେ ସେ ଲିବରାଲ ପାର୍ଟିର ନେତୃତ୍ୱ ନେଇଥିଲେ। ଏବେ ଟ୍ରୁଡୋଙ୍କ ଇସ୍ତଫା ପରେ ଲିବରାଲ ପାର୍ଟିରେ ନେତୃତ୍ୱ ସଙ୍କଟ ଦେଖାଦେଇଛି। ଖୁବଶୀଘ୍ର ଜଣେ କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ନିର୍ବାଚିତ ହେବାର ସମ୍ଭାବନା ରହିଛି। ଭାରତ ବିରୋଧୀ ଆଭିମୁଖ୍ୟ ପାଇଁ କୁଖ୍ୟାତ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ୯ ବର୍ଷ ଶାସନ ପରେ ଇସ୍ତଫା ଦେଇଛନ୍ତି। ଦଳରେ ଆଭ୍ୟନ୍ତରୀଣ … Continue reading ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଜଷ୍ଟିନ ଟ୍ରୁଡୋ; କାନାଡାରେ ଆଗୁଆ ନିର୍ବାଚନ ପାଇଁ ବାଟ ଖୋଲିଲା