କାନାଡା ଓପନର ଯୁବରାଜ ସାମରା ଚଳିତ ଟି-୨୦ ବିଶ୍ୱକପ(T20 World Cup)ରେ ଇତିହାସ ସୃଷ୍ଟି କରିଛନ୍ତି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଆଜି ଗ୍ରୁପ ପର୍ଯ୍ୟାୟର ଶେଷ ମ୍ୟାଚ୍ ଖେଳୁଥିବା କାନାଡା ପାଇଁ ଶତକ ମାରିଛନ୍ତି ଯୁବରାଜ। ଏହି ଶତକ ପରେ ସେ ଆଇସିସି ପୁରୁଷ ଟି-୨୦ ବିଶ୍ୱକପରେ ନୂଆ କୀର୍ତ୍ତିମାନ ସୃଷ୍ଟି କରିଛନ୍ତି। ସେ ବିଶ୍ୱକପ ଇତିହାସର ସର୍ବକନିଷ୍ଠ ଖେଳାଳି ଭାବେ ଶତକ ହାସଲ କରିବାକୁ ସକ୍ଷମ ହୋଇଛନ୍ତି। ୧୯ ବର୍ଷୀୟ ବାମହାତୀ ବ୍ୟାଟର ଯୁବରାଜ କାନାଡା ପାଇଁ … Continue reading ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଶତକ, ଇତିହାସ ସୃଷ୍ଟି କଲେ କାନାଡାର ଯୁବରାଜ || Canada’s Yuvraj creates history with century against New Zealand
Copy and paste this URL into your WordPress site to embed
Copy and paste this code into your site to embed