କାନାଡା ପ୍ରଧାନମନ୍ତ୍ରୀଙ୍କ ବଡ ଘୋଷଣା, ଖୁବ୍ ଶୀଘ୍ର ପ୍ରଧାନମନ୍ତ୍ରୀ ପଦରୁ ଦେବେ ଇସ୍ତଫା

ଇସ୍ତଫା ଦେବେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ । ଖୁବ୍ ଶୀଘ୍ର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି । କୌଣସି ମୁହୂର୍ତ୍ତରେ ଇସ୍ତଫା ବିଷୟରେ ସ୍ପଷ୍ଟ କରିବେ ବୋଲି ଘୋଷଣା କରି କହିଛନ୍ତି । ଦି ଗ୍ଲୋବ ଏବଂ ମେଲର ରିପୋର୍ଟ ଅନୁଯାୟୀ ଟ୍ରୁଡୋ ବୁଧବାର ଦିନ ଜାତୀୟ କକସ ବୈଠକ ପୂର୍ବରୁ ଲିବରାଲ ଦଳର ନେତା ଭାବରେ ଇସ୍ତଫା ଦାଖଲ କରିବେ।  ବିଶେଷ ସୂତ୍ରରୁ ଜଣାପଡିଛି ଯେ ଟ୍ରୁଡୋଙ୍କୁ ଜାତୀୟ କକସ୍ ବୈଠକରେ ବିଦ୍ରୋହର ସମ୍ମୁଖୀନ … Continue reading କାନାଡା ପ୍ରଧାନମନ୍ତ୍ରୀଙ୍କ ବଡ ଘୋଷଣା, ଖୁବ୍ ଶୀଘ୍ର ପ୍ରଧାନମନ୍ତ୍ରୀ ପଦରୁ ଦେବେ ଇସ୍ତଫା